ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

କଠିନ ପରିଶ୍ରମ କରି ଚାଲିଲେ ଫଳ ନିଶ୍ଚିତ ମିଳିଥାଏ ।

ଆଧ୍ୟାତ୍ମିକ ଞାନର ସାରତତ୍ତ୍ୱ ହେଲା, ଏକ ଅନ୍ତର୍ନିହିତ ସ୍ବାବଲମ୍ବୀ ଚେତନା ଲାଭ ଏବଂ ସେହି ଚେତନା ହିଁ ସବୁ ପ୍ରକାରର ଞାନ ମାର୍ଗରେ ସବୁ ପ୍ରକାର କର୍ମରେ ନିଜକୁ ରୂପାୟିତ କରିଥାଏ ।
କଠିନ ପରିଶ୍ରମ କରି ଚାଲିଲେ ଫଳ ନିଶ୍ଚିତ ମିଳିଥାଏ ।
ରାଗ, କ୍ରୋଧ ମଣିଷ ର ଭଲ ଗୁଣକୁ ନଷ୍ଟ କରି ଦେଇଥାଏ ।
ହୃଦୟ ଭିତରେ ଠିକ୍ ଭୂଲ୍ ଅନୁଭବ କରି ଆଗକୁ ଚାଲିବା ଦରକାର ।
ଆଜିର ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ,

Show More

Related Articles

Back to top button