ଅନୁଚିନ୍ତାଜୀବନଚର୍ଯ୍ୟାଶିକ୍ଷା

ଆଜିର ଅନୁଚିନ୍ତା

ନିଜର ତୁଳନା ଅନ୍ୟ କାହା ସହମତ କରନ୍ତୁନାହିଁ

ଓମ୍

ସୁପ୍ରଭାତମ୍ !

ଆଖୁ ଅତ୍ୟନ୍ତ ମିଠା….
କିନ୍ତୁ ଫଳ ଫଳିନଥାଏ….

ଚନ୍ଦନ ଅତ୍ୟନ୍ତ ସୁଗନ୍ଧିତ….
କିନ୍ତୁ ଫୁଲ କେବେ ଫୁଟିନଥାଏ….

ପଳାଶ ବହୁତ ସୁନ୍ଦର….
କିନ୍ତୁ ବାସ୍ନା ନଥାଏ….

ଠିକ୍ ସେହିପରି ସମସ୍ତେ ସବୁ ଗୁଣର ଅଧିକାରୀ ହୋଇ ପାରିନଥାନ୍ତି।

ତେଣୁ ନିଜର ତୁଳନା ଅନ୍ୟ କାହା ସହମତ କରନ୍ତୁନାହିଁ….

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹

ଓ ଶ୍ରୀ ଜଗନ୍ନାଥ ଶରଣଂ ଆ

ଆମର ସ୍ୱାଭିମାନ: ସତ୍ୟ ସନାତନ ଧର୍ମ

Show More

Related Articles

Back to top button