Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଫୁଲବାଣୀରେ ପ୍ରଚାର କରିବେ ସିଏମ

ଫୁଲବାଣୀ: ଆଜିଠାରୁ ଫୁଲବାଣୀରେ ଆରମ୍ଭ ହେଉଛି ହାଇ ଭୋଲଟେଜ ନିର୍ବାଚନୀ ପ୍ରଚାର। ଜଣଙ୍କ ପରେ ଜଣେ ସବୁ ଦଳର ହେଭିଓ୍ବେଟ ନେତା ଆସୁଛନ୍ତି ଫୁଲବାଣୀ। ୧୧ରେ ପ୍ରଧାନମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ଆଜି (ମେ’ ୯) ରହିଛି ମୂଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକ୍ରମ। ସୂଚନା ଅନୁଯାୟୀ, ମୂଖ୍ୟମନ୍ତ୍ରୀ ଦିନ ଗୋଟାଏ ଦଶରେ ଆସ୍କାରୁ ଆସି ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ଦଳୀୟ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

Show More

Related Articles

Back to top button