Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ଧନତେରାସ, ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦

ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟେରଦଶୀ ତିଥିରେ ଧନତେରାସ ପାଳନ କରାଯାଉଛି । ଆଜି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦ ରହିଛି । ଧନତେରାସରେ ସୁନା ମହଙ୍ଗା ହୋଇଥିବା ଗ୍ରାହକଙ୍କୁ ବେଶ ବାଧିଛି । ଗତବର୍ଷ ଧନତେରସ ସମୟରେ ପ୍ରତି ୧୦ଗ୍ରାମକୁ ୭୮ହଜାର ୬୧୦ ରହିଥିଲା । ବର୍ଷକରେ ସୁନା ମୂଲ୍ୟ ୬୫.୧୭ପ୍ରତିଶତ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧିର କେବଳ ୫୮ପ୍ରତିଶତ ୨୦୨୫ ପ୍ରଥମ ୧୦ମାସରେ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button