Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଉତ୍ସବମୂଖର ହୋଇଉଠିଛି ଗାଁଠୁ ସହର । ସନ୍ଧ୍ୟାରେ ଘରେ ଘରେ ଦୀପ ଜାଳିବେ ଲୋକେ । ଶକ୍ତିର ପ୍ରତୀକ ମା ମହାକାଳୀ ଆଜି ଧରାବତରଣ କରିବେ। ମାଆଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ହୋଇଛି। ବିଶେଷ କରି ସତ୍ୟନଗର , ଜିଜିପି କଲୋନୀ, ବରମୁଣ୍ଡା, ଗଙ୍ଗନଗର , ରୁଦ୍ରପୁର , କୁଆଖାଇ , ନଦୀଘାଟ , ପ୍ରେସ୍ ଛକ, ଭିଏସଏସନଗର ଆଦି ସ୍ଥାନରେ ମା କାଳୀଙ୍କ ପୂଜାର୍ଚ୍ଚନା ବେଶ୍ ଆଡମ୍ବର ସହକାରେ କରାଯିବ। ଆଜି ଅପରାହ୍ନରେ ଜଳ ଯାତ୍ରାଠାରୁ ଆରମ୍ଭ ହୋଇ ରାତି ୧୧ଟାରେ ମାଆଙ୍କ ଚକ୍ଷୁଦାନ ହେବ।

Show More

Related Articles

Back to top button