Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଆରବିଆଇ ଲଞ୍ଚ୍ କଲା ‘ୟୁପିଆଇ ୧୨୩ ପେ’: ଏଥର ବିନା ସ୍ମାର୍ଟଫୋନ୍ ଓ ଇଣ୍ଟରନେଟରେ କରିହେବ ଡିଜିଟାଲ ପେମେଣ୍ଟ ।

୧-ଆରବିଆଇ ଲଞ୍ଚ୍ କଲା‘ୟୁପିଆଇ ୧୨୩ ପେ’: ଏଥର ବିନା ସ୍ମାର୍ଟଫୋନ୍ ଓ ଇଣ୍ଟରନେଟରେ କରିହେବ ଡିଜିଟାଲ ପେମେଣ୍ଟ ।

୨–ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ ।

୩-ପାଶ୍ଚାତ୍ୟ ଦେଶ ଗୁଡିକ ଉପରେ ବର୍ଷିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, କହିଲେ-ଆମ ସହରକୁ ବଞ୍ଚାଇ ପାରିଥାନ୍ତେ, କିନ୍ତୁ କଲେ ନାହିଁ ।

୪-ୟୁକ୍ରେନକୁ ସମର୍ଥନ କରି ରୁଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା ।

୫-୧୩ ଦିନରେ ରୁଷ ଯେତିକି ଯୁଦ୍ଧାସ୍ତ୍ର ହରାଇଲାଣି ସେତିକି ଗତ ୩୦ ବର୍ଷରେ ହରାଇନଥିଲା: ଜେଲେନସ୍କି ।

୬-କୋଭିଡ ଟିକାକରଣ ଯେପରି ବ୍ୟାଘାତ ନ ହେବ ଦୃଷ୍ଟି ଦିଅ: ମିସନ୍ ଇନ୍ଦ୍ରଧନୁଷ ୪.୦ର ଶୁଭାରମ୍ଭ ।

୭-ଯୁଦ୍ଧ ମନସ୍କ ରୁଷ ଉପରେ ଅଧିକ ଚାପ ସୃଷ୍ଟି କରିବା ଲାଗି ତାହାର ତୈଳ ଉପରେ ଆମେରିକା ସରକାର କଟକଣା ଲଗାଇଛନ୍ତି।

୮-ଭାରତରେ ୫ ନିବେଶକଙ୍କ ମଧ୍ୟରେ ମାତ୍ର ଜଣେ ମହିଳା: ସର୍ଭେ ରିପୋର୍ଟରୁ ମିଳିଲା ତଥ୍ୟ ।

୯-୧୯୭୧ ଯୁଦ୍ଧରେ କଚ୍ଛର ମହିଳାମାନେ ରାତାରାତି ନିର୍ମାଣ କରିଥିଲେ ରନୱେ: ପିଏମ ମୋଦୀ ।

୧୦-ୟୁକ୍ରେନରୁ ଫେରିଲେଣି ୧୮୦୦୦ ଭାରତୀୟ ନାଗରିକ, ୮୭ ବିମାନରେ ହୋଇଛନ୍ତି ଏୟାରଲିଫ୍ଟ ।

୧୧-ୟୁକ୍ରେନର ଦ୍ୱିତୀୟ ଆଣବିକ କେନ୍ଦ୍ରକୁ କବଜାକୁ ନେଲା ରୁଷ୍ ସେନା । ୫ ସହରରେ ଯୁଦ୍ଧବିରତି ଘୋଷଣା ପରେ ବି ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜାରି ।

୧୨-ବିପଦରେ ଇମ୍ରାନ ଖାଁଙ୍କ ପ୍ରଧାନମନ୍ତ୍ରୀ ଆସନ, ଅନାସ୍ଥା ପ୍ରସ୍ତାବ ଆଗତ କଲେ ବିରୋଧୀ ଦଳ ।

୧୩-ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ବୋକାମି ହେବ: ଆମେରିକୀୟ ସାଂସଦ ।

୧୪-ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବନ୍ଦ ରହିଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ସବୁ ରୁଟରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି।

୧୫-ରାଜ୍ୟରେ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ବନ୍ଦ ରହିବ। କଲେଜମାନଙ୍କରେ ପୋଲିଂ ବୁଥ ହେବାର ସମ୍ଭାବନା ରହିଥିବାରୁ ପରୀକ୍ଷା ବନ୍ଦ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୧୬-ଭାରତ ଏବଂ ଚୀନ ମଧ୍ୟରେ ପୁଣି ବସିବ କୋର କମାଣ୍ଡର ସ୍ତରୀୟ ବୈଠକ, ବିବାଦ ଶେଷ କରିବାକୁ ଉଦ୍ୟମ ।

୧୭-ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ଦିନ ମଧ୍ୟରେ ଗୋଟିଏ ଦିନ ଛୁଟି ଥିବାରୁ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନର ପ୍ରଥମ ଦିନ ତଥା ୨୫ ତାରିଖରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ।

 

Show More

Related Articles

Back to top button