Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଗୁଜ ଅନୁକୂଳ ବିଧି

ତିନି ରଥର ୪୨ଟି ତୁମ୍ବର ଉଭୟ ପାର୍ଶ୍ବରେ ପନ୍ଦାରି ବଳା ବସିବା ପାଇଁ ମହାରଣା ସେବକମାନେ ଖୋଦେଇ କରୁଛନ୍ତି। ପ୍ରତ୍ୟେକ ତୁମ୍ବରେ ୧୬ ଜୋଡା ଲେଖାଏଁ ବିନ୍ଧ କରାଯାଇଛି। ସେଥିରେ ଅର ଏବଂ ପହି ସଂଯୋଗ କରି ଚକ ନିର୍ମାଣ କରାଯିବ। କଞ୍ଚା କାଠରେ ତୁମ୍ଭ ନିର୍ମାଣ କରାଯାଉଥିବାରୁ ଦୁଇ ପାର୍ଶ୍ବରେ ଲୁହା ବଳା ଲଗାଯିବ। କମାର ସେବକଙ୍କ ଦ୍ବାରା ପନ୍ଦାରୀ ବଳା ପ୍ରସ୍ତୁତ କରାଯାଉଛି। ଆଜି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଜନ୍ତାଗାଡ ପ୍ରସ୍ତୁତ କରାଯିବ। ପୂଜା କରାଯାଇ ଗୁଜ ଅନୁକୂଳ କରାଯିବା ବିଧି ରହିଛି।

Show More

Related Articles

Back to top button