Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁର: ଚାଷୀ ସଙ୍ଗଠନ ପକ୍ଷରୁ ଆସନ୍ତା କାଲି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଧାନ ବିକ୍ରିକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବରେଇପାଲିରୁ ବାଇକ୍ ରାଲି ଆରମ୍ଭ ହୋଇଛି ।


