Breaking PLUSଓଡ଼ିଶାମୁଖ୍ୟ ଖବର
ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଘଟଣା, ମୋଟ୍ ଟଙ୍କା 351 କୋଟି

ଭୁବନେଶ୍ୱର- ମଦ ବ୍ୟବସାୟୀଙ୍କ ବିଭିନ୍ନ ଘର ଓ ଫ୍ୟାକ୍ଟ୍ରିରେ ଆଇଟି ରେଡ୍ ଘଟଣା । ମୋଟ ୩୫୧ କୋଟିରୁ ଅଧିକ ଟଙ୍କା ମିଳିଥିବା କହିଲା ଆୟକର ବିଭାଗ । ପ୍ରେସ୍ ରିଲିଜ୍ ଜରିଆରେ ଟଙ୍କା ପରିମାଣ ନେଇ ବିଭାଗୀୟ ସୂଚନା । ‘ମୋଟ ୩୫୧ କୋଟି କ୍ୟାସ୍ ଓ ୨.୮୦ କୋଟିର ଗହଣା ମିଳିଛି’ । ଜବତ ଟଙ୍କାରୁ ୩୨୯ କୋଟି ବିଭିନ୍ନ ଜାଗାରେ ଲୁଚାଇ ରଖାଯାଇଥିଲା । ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ।