Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରାକ୍ଟର- ହାଇୱା ଧକ୍କାରେ ଜଣେ ମୃତ

ପୁରୀ: ଟ୍ରାକ୍ଟର- ହାଇୱା ଧକ୍କାରେ ଜଣେ ମୃତ । ସଦର ଥାନା ବାଟଗାଁ ଛକରେ ଦୁର୍ଘଟଣା ଘଟିଛି । ମୃତକ ଧାଉଡ଼ିଆ ଗାଁର ବୋଲି ଜଣାପଡିଛି ।ଓଭରଟେକ୍‌ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button