Breaking PLUSଓଡ଼ିଶାମୁଖ୍ୟ ଖବର
ମଝି ରାସ୍ତାରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ଟ୍ରଲର

ଚମ୍ପୁଆ: ମଝି ରାସ୍ତାରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ଟ୍ରଲର । NH-୫୨୦ର ରଇଡ଼ା ନିକଟରେ ଗାର୍ଡ ୱାଲକୁ ଧକ୍କା ଦେଇ ଜଳିଗଲା । ଡ୍ରାଇଭରକୁ ଉଦ୍ଧାର କରିବା ସହ ନିଆଁକୁ ଆୟତ କଲା ଯୋଡା ପୋଲିସ ।