Breaking PLUSଓଡ଼ିଶାମୁଖ୍ୟ ଖବର
ଭବାନିପାଟଣାରେ ୨ ଟ୍ରକ ମୁଁହମୁହିଁ

ଭବାନିପାଟଣା- ଭବାନିପାଟଣାରେ ୨ ଟି ଟ୍ରକ ମୁଁହମୁହିଁ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଟି ଟ୍ରକ ରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାଦ୍ୱାରା ଜଣେ ଟ୍ରକ ଡ୍ରାଇଭର ଟ୍ରକ ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଅନ୍ୟଜଣେ ଡ୍ରାଇଭର ସେହି ସ୍ତାନରୁ ଫେରାର ଯାଇଛନ୍ତି । ତାଙ୍କର କୌଣସି ସନ୍ଧାନ ମିଳୁନଥିବାର ସୂଚନା ମିଳିଛି । ଏହି ମର୍ମନ୍ତୁଦ ଘଟଣାଟିସଦରଥାନା ନିକଟରେ ଥିବା ପାସ୍ତିକୁଡ଼ାରେ ଘଟିଛି ।