Breaking PLUSଓଡ଼ିଶାମୁଖ୍ୟ ଖବର

ଯୋଡ଼ା ଫ୍ଲାଏ ଓଭର ଉପରେ ଟ୍ରକ୍ ସହ ସ୍କର୍ପିଓ ଧକ୍କା; ମହିଳା ମୃତ

ଭୁବନେଶ୍ୱର- ଯୋଡ଼ା ଫ୍ଲାଏ ଓଭର ଉପରେ ଟ୍ରକ୍ ସହ ସ୍କର୍ପିଓ ଧକ୍କା । ଦୁର୍ଘଟଣାରେ ମହିଳା ମୃତ୍ୟୁବରଣ କରିଛନ୍ତି । ମହିଳାଙ୍କ ଭାଇ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବନ୍ଦେ ଭାରତ ଟ୍ରେନ୍ ଧରିବାକୁ ବାଂଶପାଣି ଷ୍ଟେସନକୁ ଯାଉଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button