Breaking PLUSଓଡ଼ିଶାମୁଖ୍ୟ ଖବର

ଫେରାର ଅଭିଯୁକ୍ତ ଯୁବକ ୨ ମାସ ପରେ ଗିରଫ

ବଲାଙ୍ଗିର: ଫେରାର ଅଭିଯୁକ୍ତ ଯୁବକ ୨ ମାସ ପରେ ଗିରଫ  । ଫେରାର ଅଭିଯୁକ୍ତକୁ ବଲାଙ୍ଗିର ସହରରୁ ଗିରଫ କଲା ପୋଲିସ । ୨ ମାସ ତଳେ ପୁଇଁତଳା ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଚୋରି ମାମଲାରେ ପୋଲିସ ଅଟକ ରଖିଥିବା ବେଳେ ଚମ୍ପଟ ମାରିଥିଲା ।

Show More

Related Articles

Back to top button