Breaking PLUSଓଡ଼ିଶାମୁଖ୍ୟ ଖବର
18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଭୁବନେଶ୍ୱର, 12 ନଭେମ୍ବର – 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଆସନ୍ତା 18 ଓ 19 ତାରିଖରେ ହେବ ଜିଲ୍ଲପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀ । ଲୋକସେବା କନଭେସନ ସେଣ୍ଟରରେ ଆୟୋଜିତ ହେବ ଏହି ଦୁଇ ଦିନିଆ ଜିଲ୍ଲପାଳ ସମ୍ମିଳନୀ । ଏନେଇ ସମସ୍ତ ରାଜସ୍ବ ଡିଭିଜନାଲ୍ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି ।



