Breaking PLUSଓଡ଼ିଶାମୁଖ୍ୟ ଖବର
ପାଇକା ନଦୀରେ ଭାସିଗଲେ ୨ ଜଣ

ଜଗତସିଂହପୁର: ପାଇକା ନଦୀରେ ଭାସିଗଲେ ୨ ଜଣ । କ୍ରିଷ୍ଣାନନ୍ଦପୁର ନିକଟ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ । ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର, ଆଉ ୨ ଜଣଙ୍କୁ ଖୋଜାଖୋଜି ଜାରି ରହିଛି ।