Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଦୁଇଦିନ ବର୍ଷା ସମ୍ଭାବନା

ଆଜି ରାଜ୍ୟର ପାଗ ବଦଳିବ। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୮ ଓ ୯ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆସନ୍ତା ୧୦ ତାରିଖରୁ ପୁଣି ଶୁଖିଲା ପାଗ ଅନୁଭୂତ ହେବ ବୋଲି ଜଣାଯାଇଛି।

Show More

Related Articles

Back to top button