Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରତିଶୋଧ ପରାୟଣ ହୋଇ ମାଆକୁ ହତ୍ୟା କରିଛନ୍ତି ୨ ପୁଅ

କଟକ:- ମାଆକୁ ୨ ପୁଅ ହତ୍ୟା ଘଟଣାରେ ପୋଲିସର ଚାଞ୍ଚଲ୍ୟକର ତଥ୍ୟ । ପ୍ରତିଶୋଧ ପରାୟଣ ହୋଇ ମାଆକୁ ହତ୍ୟା କରିଛନ୍ତି ୨ ପୁଅ । ଅଭିଯୁକ୍ତ ୨ ପୁଅଙ୍କ ମାନସିକ ବିକୃତି ଥିବା କିଛି ଜଣାପଡ଼ି ନାହିଁ । ଦୁଇ ପୁଅଙ୍କ ରୋଜଗାର ନଥିଲା, ମାଆଙ୍କ ପେନସନ ଟଙ୍କାରେ ଚଳୁଥିଲେ । ଟଙ୍କା ନଥିବାରୁ ଘରର ଆସବାବପତ୍ର ବିକ୍ରି କରି ଦେଇଥିଲେ । ଯାହାକୁ ନେଇ ମାଆଙ୍କ ସହ ଝଗଡ଼ାରୁ ରାଗ ରଖି ହତ୍ୟା କରିଛନ୍ତି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଗୋବର ଜଳରେ କ୍ରାଇମ୍ ସ୍ପଟ୍ ଧୋଇଥିଲେ ।ସାନ ପୁଅ ଏବେ ବି ଫେରାର୍ ଥିବା ଚାଉଳିଆଗଞ୍ଜ IIC କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button