Breaking PLUSଓଡ଼ିଶାମୁଖ୍ୟ ଖବର
ସୁନାବେଡା ପୋଲିଙ୍ଗ ପାର୍ଟିପାଇଁ ୨ ସ୍ବତନ୍ତ୍ର ହେଲିକପ୍ଟର

ନୂଆପଡ଼ା: ସୁନାବେଡା ପୋଲିଙ୍ଗ ପାର୍ଟିପାଇଁ ୨ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି । ଗୋତମା ଏୟାରପୋର୍ଟରୁ ସୁନାବେଡା ଅଭିମୁଖେ ଯିବେ ପୋଲିଙ୍ଗ ପାର୍ଟି ।ମାଓପ୍ରବଣ ଅଞ୍ଚଳ ପାଇଁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।


