Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସେନା ଗୁଳି 2 ଆତଙ୍କବାଦୀ ନିହତ

ସେନା ଗୁଳିରେ ଗଲା ୨ଆତଙ୍କୀ ନିହତ। ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଘଟଣା ଘଟିଛି। ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ସହିତ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛି। ଏହି ଅଭିଯାନର ନାମ ‘ଅପରେସନ୍ ପିମ୍ପଲ୍’ ରଖିଛି ସେନା। ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାଉ କରି ଅନ୍ୟ କୌଣସି ଆତଙ୍କବାଦୀ ଅଞ୍ଚଳରେ ଉପସ୍ଥିତ ଅଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା। ସୀମା ପାରରୁ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା।

Show More

Related Articles

Back to top button