Breaking PLUSଦେଶ ବିଦେଶମୁଖ୍ୟ ଖବର

ଋଷ ଉପରେ ଆମେରିକୀୟ ଦୂରଗାମୀ କ୍ଷେପଣାସ୍ତ୍ର ମାଡ କଲା ୟୁକ୍ରେନ

ରୁଷ୍ ଉପରେ ଆମେରିକା ତିଆରି କ୍ଷେପଣାସ୍ତ୍ର ମାଡ କରିଛି ୟୁକ୍ରେନ। ଆମେରିକା ତିଆରି ୬ଟି ଏଟିଏସିଏମ୍‌ଏସ୍‌ କ୍ଷେପଣାସ୍ତ୍ର ୟୁକ୍ରେନ ମାଡ କରିଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି। ଆମେରିକା ତିଆରି କ୍ଷେପଣାସ୍ତ୍ର ବ୍ୟବହାର କରିବା ନେଇ କଟକଣାକୁ ରାଷ୍ଟ୍ରପତି ଜୋ ବାଇଡେନ କୋହଳ କରିବା ପରେ ୟୁକ୍ରେନ ଏହାକୁ ବ୍ୟବହାର କରିଛି। ରୁଷ୍-ୟୁକ୍ରେନ ଯୁଦ୍ଧର ୧୦୦୦ ଦିନ ପୂର୍ତ୍ତି ଅବସରରେ ଆମେରିକା ଏହାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ନେଇ ରହିଥିବା କଟକଣାକୁ ଉଠାଇ ନେଇଛି। ଏହି କଟକଣା ଉଠିବା ପରେ ଆମେରିକା ତିଆରି କ୍ଷେପଣାସ୍ତ୍ରକୁ ରୁଷ୍ ଉପରେ ୟୁକ୍ରେନ ପ୍ରୟୋଗ କରିଛି।

Show More

Related Articles

Back to top button