ଦୀପାବଳିର ଶୁଭେଚ୍ଛା ଜଣାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟ, ଅତ୍ୟାଚାର ଉପରେ ସଦାଚାର, ଅନ୍ଧକାର ଉପରେ ଆଲୋକର ବିଜୟର ମହାପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଓ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ କୃପାରୁ ଏହି ପବିତ୍ର ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି , ସୌଭାଗ୍ୟ ଏବଂ ଆରୋଗ୍ୟର ଧବଳ ପ୍ରକାଶରେ ଦୀପ୍ତ କରୁ, ଏହାହିଁ କାମନା କରୁଛି । ଜୟ ଶ୍ରୀ ରାମ!
असत्य पर सत्य, अत्याचार पर सदाचार, अंधकार पर प्रकाश की विजय के महापर्व दीपावली की प्रदेश वासियों को हार्दिक बधाई एवं शुभकामनाएं!
प्रभु श्री राम व माता जानकी की कृपा से यह पावन पर्व आप सभी के जीवन को सुख, समृद्धि, सौभाग्य एवं आरोग्यता के धवल प्रकाश से दीप्त करे।
जय श्री राम! pic.twitter.com/7mAePgF6Yy
— Yogi Adityanath (@myogiadityanath) November 12, 2023