ଦେଶପାଣିପାଗ

ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ,ତିବ୍ରତା ୪.୫ ରେକର୍ଡ

ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ । ସକାଳ ୮ଟା ୩୩ ମିନିଟର ଭୂକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି।

ଭାରତୀୟ ଭୂକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ ମିନିଟରେ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ରହିଥିବାବେଳେ ସ୍ଥଳଭାଗର ୫ କିଲୋମିଟର ଗଭୀରତା ପର୍ଯ୍ଯନ୍ତ ରହିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । ଏନେଇ

Show More

Related Articles

Back to top button