Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ

ସେପ୍ଟେମ୍ବରରେ ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ। ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ ସେପ୍ଟେମ୍ବର ବେଳକୁ ଆରମ୍ଭ ହେବ ବୋଲି ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡା. ଏନ.କେ ରୋରା କହିଛନ୍ତି।

ସେପ୍ଟେମ୍ବରରେ ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ। ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ ସେପ୍ଟେମ୍ବର ବେଳକୁ ଆରମ୍ଭ ହେବ ବୋଲି ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡା. ଏନ.କେ ରୋରା କହିଛନ୍ତି। ଜାଇଡସ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ସପ୍ତାହ ମଧ୍ୟରେ ଆସିବ ବୋଲି ସେ କହିଛନ୍ତି।

“ଜାନୁଆରୀ-ଫେବୃଆରୀ ପ୍ରାରମ୍ଭରେ ଆମେ ୨ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦେବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି।”

ଡା. ଅରୋରା କହିଛନ୍ତି ଯେ ବିଦ୍ୟାଳୟ ଖୋଲିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଏହାକୁ ସକ୍ରିୟ ଭାବରେ ଆଲୋଚନା କରାଯାଉଛି।

Show More

Related Articles

Back to top button