Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ରେଡ୍: PD ବାବୁଙ୍କ ସହ ୫ ଗିରଫ

ମାଲକାନଗିରି: ଭିଜିଲାନ୍ସ ରେଡ଼ରେ PD ବାବୁଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି |ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ପୋଲିସ କାରଣ ଆୟ ବହିର୍ଭୂତ ସମ୍ପତି ଠୁଳ କରିବା ସହ ସରକାରୀ ଟଙ୍କା ହଡପ କରିବା ମାମଲା ମଧ୍ୟ ଅନ୍ତର୍ଭୁକ୍ତ |ଶ୍ରୀଯୁକ୍ତ ମହାପାତ୍ରଙ୍କୁ ସରକାରୀ ଅର୍ଥ ହଡପରେ ସହଯୋଗ କରି ଆଉ ୪ ଜଣ ମଧ୍ୟ ଗିରଫ ହୋଇଛନ୍ତି |ସେମାନଙ୍କ ମଧ୍ୟରେ ୩ ସରକାରୀ କର୍ମଚାରୀ ସମେତ ଜଣେ ଜନସେବା କେନ୍ଦ୍ର ପରିଚାଳକ ଗିରଫ ହୋଇଛନ୍ତି |ସୂଚନାନୁଯାଇ ଶାନ୍ତନୁଙ୍କ ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ |

Show More

Related Articles

Back to top button