Breaking PLUSଦେଶମୁଖ୍ୟ ଖବର

ସ୍ୱଦେଶ ଫେରିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ –  ଭିନେଶ ଫୋଗାଟ ଶନିବାର ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପହଂଚିବା ମାତ୍ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତେବେ ଏୟାରପୋର୍ଟରେ ଭିନେଶ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

ପ୍ୟାରିସ ଅଲମ୍ପିକ 2024ରେ ତାଙ୍କ ଚମତ୍କାର ପ୍ରଦର୍ଶନ ପରେ ଏୟାରପୋର୍ଟରେ ତାଙ୍କର ଐତିହାସିକ ସ୍ୱାଗତ କରାଯାଇଛି । କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ବହୁ ଉଲ୍ଲେଖନୀୟ ଲୋକ ଭିନେଶଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟରେ ଉପସ୍ଥିତ ଥିଲେ ।

Show More

Related Articles

Back to top button