Breaking PLUSଦେଶମୁଖ୍ୟ ଖବର

ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟିଲେ ମମତା ବାନାର୍ଜୀ

କୋଲକାତା- ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟିଲେ ମମତା ବାନାର୍ଜୀ  । ସ୍ବାସ୍ଥ୍ୟ ଭବନ ବାହାରେ ଧାରଣା ଦେଇଥିବା ଡାକ୍ତରଙ୍କୁ ଭେଟିଲେ ମମତା । କହିଲେ ‘ମୁଁ ଜୀବନରେ ବହୁତ ସଂଘର୍ଷ କରିଛି, ଆପଣଙ୍କ ସଂଘର୍ଷ ବୁଝିପାରୁଛି’  ।‘ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସବୁ ସମସ୍ୟା ଦୂର କରିବି’ ।

ଏହି ଧାରଣାରେ ସାମିଲ ଡାକ୍ତରଙ୍କୁ ସଂବୋଧିତ କରି ମମତା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ସେମାନଙ୍କ ଦିଦି ଭାବେ ଆସିଛନ୍ତି ଏବଂ ତାଙ୍କ ସମସ୍ତଙ୍କ ଦାବି ସହାନୁଭୂତିପୂର୍ବକ ଶୁଣାଯିବ ।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button