Breaking PLUSଓଡ଼ିଶାମୁଖ୍ୟ ଖବର
ତାତିରୁ ନାହିଁ ନିସ୍ତାର, ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର-ତାତିରୁ ନାହିଁ ନିସ୍ତାର ।ପଶ୍ଚିମ ଓଡ଼ିଶାର ୩ ସହର ତାତି ସାଢ଼େ ୨ରେ ୪୦ ଉପରେ । ସମ୍ବଲପୁର ୪୧.୪, ହୀରାକୁଦ ୪୦.୫, ଝାରସୁଗୁଡ଼ା ୪୦.୪ । ରାଉରକେଲା ୩୯.୨, ଭୁବନେଶ୍ବର ତାପମାତ୍ରା ୩୮.୬ ରେକର୍ଡ ହୋଇଛି ।