Breaking PLUSଓଡ଼ିଶାମୁଖ୍ୟ ଖବର
ରହେମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ

ମୁମ୍ବାଇ- ରହେମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏଆର୍ ରହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡ଼ପତ୍ର ଦେଇଛନ୍ତି। ୨୯ ବର୍ଷ ତଳେ ରହମାନ ଓ ସାଇରାଙ୍କ ମଧ୍ୟରେ ବିବାହ ହୋଇଥିଲା। ଗତ କିଛି ଦିନ ହେଲା ସେମାନଙ୍କ ସଂପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା।