Breaking PLUSଓଡ଼ିଶାମୁଖ୍ୟ ଖବର
ବଣାଇରେ ବାଘ ଆତଙ୍କ

ବଣାଇ: ସୋଲ ଓ ଜରଡ଼ା ରେଞ୍ଜରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି । ୭ ଦିନରେ ୮ରୁ ଅଧିକ ଛେଳି ମାରି ଖାଇଲାଣି କଲରାପତରିଆ ବାଘ । କଲରାପତରିଆ ବାଘକୁ ଧରିବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ବାଘକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।