Breaking PLUSଓଡ଼ିଶାମୁଖ୍ୟ ଖବର
ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର- ତଳମୁହାଁ ପାରଦ; ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ବର । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ । ଗତକାଲି ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ଥିଲା ୧୪.୮ ଡିଗ୍ରୀ ।