Breaking PLUSଓଡ଼ିଶାମୁଖ୍ୟ ଖବର
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ

ଟିଟିଲାଗଡ଼: ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।ସଇଁତଳା ଥାନା ପେଣ୍ଡରାମାଲ ଗାଁରୁ ମହିଳାଙ୍କ ମୃତଦେହ ଠାବ ହୋଇଛି ।ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।



