Breaking PLUSଓଡ଼ିଶାମୁଖ୍ୟ ଖବର
ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ମହିଳା

ବଲାଙ୍ଗୀର: ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ମହିଳା । ଟିଟିଲାଗଡ଼ ଏନ୍ଏଚ୍-୨୬ ଲାଚୁଟ ଛକରେ ରାସ୍ତା ଅବରୋଧ କରିଛନ୍ତି ମହିଳା ।ଗରା, ମାଠିଆ, ବାଲ୍ଟି ରଖି ଶତାଧିକ ମହିଳାଙ୍କ ରାସ୍ତା ଅବରୋଧ । ଫଳରେ ଗାହି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକ ରହିଛି ଗାଡି ।


