Breaking PLUSଦେଶମୁଖ୍ୟ ଖବର

ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର

ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ଷଷ୍ଠ ଭାରତୀୟ ଭାବେ ହେଲେ ଆଇସିସି କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସମ୍ମାନୀତ  । ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ୭୧ଟି ୱିକେଟ ନେଇଛନ୍ତି ବୁମରା  । ସ୍ମୃତି ମନ୍ଧାନା ଜିତିଲେ ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର  । ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ସମ୍ମାନ ଜିତିଲେ ମନ୍ଧାନା  ।୨୦୨୪ରେ ୪ ଶତକ ସହ ୭୯୪ ରନ୍ କରିଛନ୍ତି ମନ୍ଧାନା ।

Show More

Related Articles

Back to top button