ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ- ଆଜି ହେଉଛି ଭାରତ ରତ୍ନ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କର ସ୍ମରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମ, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍ଥାପକ, ଭାରତ ରତ୍ନ ପଣ୍ଡିତ ମଦନ ମୋହନ ମାଲବୀୟ ଅସ୍ପୃଶତା, ଅସାମାନତା ଓ ଅଶିକ୍ଷାକୁ ମୂଳୋତ୍ପାଟନ କରିବା ଦିଗରେ ଆଜୀବନ ସଂଘର୍ଷ କରିଥିବା ଯୁଗପୁରୁଷ ଅଟନ୍ତି । ଏଭଳି ପ୍ରେରଣାଦାୟୀ ମହାମନା ଜୀଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
महान स्वाधीनता संग्राम सेनानी, काशी हिन्दू विश्वविद्यालय के संस्थापक, 'भारत रत्न' महामना पंडित मदन मोहन मालवीय अस्पृश्यता, असमानता और अशिक्षा के निर्मूलन हेतु आजीवन संघर्ष करने वाले युगपुरुष थे।
ऐसे प्रेरणादायी 'महामना जी' को उनकी पुण्यतिथि पर विनम्र श्रद्धांजलि! pic.twitter.com/uXocFCd9MD
— Yogi Adityanath (@myogiadityanath) November 12, 2023