Breaking PLUSଓଡ଼ିଶାମୁଖ୍ୟ ଖବର

ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଗଲେ ଯୁବକ

ଭୁବନେଶ୍ୱର: ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଗଲେ ଯୁବକ । ନିଖୋଜ ଯୁବକ ସତ୍ୟଜିତ ଦାସ, ଘର ଖୋର୍ଦ୍ଧା ଟାଉନ ଅଞ୍ଚଳରେ । ମଦନପୁରର ଏକ ଘରୋଇ କଲେଜର ଦ୍ୱିତୀୟ ବର୍ଷର ଛାତ୍ର । ଗତ ୧ତାରିଖରେ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳିବାକୁ ଯାଇଥିଲେ  । ଭରତପୁରର ଏକ କାଫେକୁ ଜନ୍ମଦିନ ପାଳିବାକୁ ଯାଇଥିଲେ । ବିଳମ୍ବିତ ରାତି ଯାଏଁ ନଫେରିବାରୁ ଫୋନ୍ କରିଥିଲେ ପରିବାର ଲୋକେ । କିଛି ଉତ୍ତର ନମିଳିବାରୁ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button