Breaking PLUSଓଡ଼ିଶାମୁଖ୍ୟ ଖବର
ରାଜା ଚକ୍ରଙ୍କ 14 ଗାଡି ସେମିଳିଗୁଡାରୁ ଜବତ

କୋରାପୁଟ : ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲା ସେମିଳିଗୁଡ଼ାକୁ ଲମ୍ବିଥିବା ଚର୍ଚ୍ଚା ହେଉଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବି ଜବତ ହୋଇଛି। ଜବତ ୧୪ ଗାଡ଼ି ରାଜା ଚକ୍ରଙ୍କର ବୋଲି କୁହାଯାଉଛି।