Breaking PLUSଓଡ଼ିଶାମୁଖ୍ୟ ଖବର
ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି

ଭୁବନେଶ୍ୱର- ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି । ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯାହାକି ମୋଟ ବଜେଟ୍ର ୩୯ ପ୍ରତିଶତ ବୋଲି କହିଲେ ମନ୍ତ୍ରୀ । ଆହୁରି ୪ ମାସ ଅଛି ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି ସେସବୁ ବିଭାଗର ସମୀକ୍ଷା କରାଯିବ । ଗତ ବର୍ଷ ଅକ୍ଟୋବର ସୁଦ୍ଧା ୩୬% ଖର୍ଚ୍ଚ ହୋଇଥିଲା, ଏଥର କିନ୍ତୁ ୩୯% ହୋଇଛି ।



