Breaking PLUSଓଡ଼ିଶାମୁଖ୍ୟ ଖବର
ଅଜଣା ଗାଡି ଧକ୍କାରେ ୨ ମୃତ
![](https://www.utkalprahari.com/wp-content/uploads/2022/11/accident-123-5-780x470.jpg)
ବାରିପଦା: ଅଜଣା ଗାଡି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି |ଦୁର୍ଘଟଣାଟି ଏନଏଚ ୪୯ ଦ୍ଵାରଶୁଣି ଘଟି ନିକଟରେ ଘଟିଛି |ଏହି ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ସେମାନଙ୍କର କୌଣସି ପରିଚୟ ମିଳିନାହି |