Breaking PLUSଓଡ଼ିଶାମୁଖ୍ୟ ଖବର
୨ ଗଂଜେଇ ମାଫିଆଙ୍କୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ଜରିମାନା

ଭୁବନେଶ୍ୱର- ୨ ଗଂଜେଇ ମାଫିଆଙ୍କୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ଜରିମାନା ।ଜରିମାନା ଅନାଦେୟ ହେଲେ ଅତିରିକ୍ତ ବର୍ଷେ ଜେଲ୍ ଦଣ୍ଡ ଦିଆଯାଇଛି । ଅନିଲ୍ କୁମାର ଓ ଗଣେଶ ଶାହଙ୍କୁ କାରାଦଣ୍ଡାଦେଶ ଓ ଜରିମାନା । ଉଭୟଙ୍କୁ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ । ୨୦୨୨ରେ ଉଭୟଙ୍କୁଠାରୁ ୮୧୧ କେଜି ଗଂଜେଇ ଜବତ ହୋଇଥିଲା । ଏନ୍ଏଚ୍ ୧୬ ଖୋର୍ଦ୍ଧା ଗୋହିରିଆ ଛକରୁ ଗିରଫ କରିଥିଲା ଏସ୍ଟିଏଫ୍ ।



