Breaking PLUSଓଡ଼ିଶାମୁଖ୍ୟ ଖବର

ହଷ୍ଟେଲ ଛାଡ଼ୁଛନ୍ତି ପିଏନ୍‌ କଲେଜ ଛାତ୍ରଛାତ୍ରୀ

ଖୋର୍ଦ୍ଧା- ହଷ୍ଟେଲ ଛାଡ଼ୁଛନ୍ତି ପିଏନ୍‌ କଲେଜ ଛାତ୍ରଛାତ୍ରୀ । ୧୬୩ ଲାଗୁ ପରଠୁ ୨୦୦ରୁ ଅଧିକ ପିଲା ହଷ୍ଟେଲ ଛାଡିଥିବା ସୂଚନା ମିଳିଛି ।  ମୁକୁନ୍ଦପ୍ରସାଦରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା ହୋଇଥିଲା । ଘଟଣା ପରଠୁ କର୍ଫ୍ୟୁ ସହ ଗାଁରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button