Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ୨୫ ଗୋଟି ଥାନାର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର, 30 ମାର୍ଚ୍ଚ – ରାଜ୍ୟର ବର୍ତ୍ତମାନ ୨୫ ଗୋଟି ଥାନାର ନିଜସ୍ବ ଗୃହ ନାହିଁ । ତନ୍ମଧ୍ୟରୁ ୨୪ ଗୋଟି ଥାନା ଅନ୍ୟାନ୍ୟ ବିଭାଗ / ଅନୁଷ୍ଠାନ ଗୃହରେ ଚାଲୁଥିବା ବେଳେ ପୁରୀ ଜିଲ୍ଲାର ସଦର ଥାନା ଭଡା ଗୃହରେ ଚାଲୁଛି । ଭୁବନେଶ୍ୱର କମିଶନରେଟ ଅଧୀନରେ ଥିବା ଲିଙ୍ଗରାଜ, ମହିଳା ଓ ଏଜି ଛକ ଟ୍ରାଫିକ ଥାନା ବି ଚାଲିଛି ଭଡ଼ା ଘରେ। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button