Breaking PLUSଓଡ଼ିଶାମୁଖ୍ୟ ଖବର

ହଷ୍ଟେଲରେ ଏମବିଏ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ହଷ୍ଟେଲରେ ଏମବିଏ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ୍‌ ରୁମ୍‌ରେ ଓଢ଼ଣିରେ ଝୁଲି ପଡ଼ିଲେ ଏମ୍‌ବିଏ ଛାତ୍ରୀ  । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ ।

ଢେଙ୍କାନାଳ ଅଞ୍ଚଳରେ ଛାତ୍ରୀଙ୍କ ଘର ବୋଲି ଜଣାପଡିଛି । ଅନ୍ୟପଟେ ଅଭିଯୋଗ ପରେ ଇନଫୋସିଟି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପାଇଁ ପଠାଇଲା ଛାତ୍ରୀଙ୍କ ମୃତଦେହ । ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ଚନ୍ଦ୍ରଶେଖରପୁରର ଏକ ମ୍ୟାନେଜମେଣ୍ଟ କଲେଜରେ ପଢୁଥିଲେ ଛାତ୍ରୀ ।

Show More

Related Articles

Back to top button