Breaking PLUSଦେଶମୁଖ୍ୟ ଖବର

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 3 ମୃତ

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 3 ମୃତ । ପୁଣେ ଜିଲ୍ଲାର ପିଂପରୀ-ଚିଂଚୱଡର ବାୱଧନ ଅଂଚଳରେ କେକେ ରାଓ ପାହାଡିଆ ଅଂଚଳରେ ବୁଧବାର ସକାଳ ପ୍ରାୟ ସାଢେ 7ଟା ବେଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଦୁଇ ପାଇଲଟଙ୍କ ସମେତ ଜଣେ ଇଂଜିନିୟରଙ୍କର ମୃତ୍ୟୁ ହୋଇଛି ।  ପୁଣେ ପୋଲିସ ମାମଲାର ଛାନଭିନ କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button