Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ 4 ମୃତ

ବାରିପଦା- ବାରିପଦାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରଙ୍ଗମାଟିଆ ଲୁଲୁଙ୍ଗ ରାସ୍ତାରେ ଗଛରେ ପିଟି ହୋଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବୋଲେରୋ ଡ୍ରାଇଭର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏମାନେ କରମ୍ ପାଟରେ ସାମିଲ ହେବାକୁ କୁଳଡିହାରୁ ତାରାଯୋଡିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ସେପଟେ  ପାଲବଣି ବାଇପାସରେ ଟ୍ରକ-ବାଇକ୍ ଧକ୍କା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ବାଇକ୍ ପଛରୁ ପିଟି ହୋଇଯାଇଛି। ଫଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button