Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଘଟଣାରେ 4 ସସପେଣ୍ଡ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର – ଭରତପୁର ଥାନାରେ ପୋଲିସ-ଆର୍ମି ମେଜର ଗଣ୍ଡଗୋଳ ଘଟଣା  । ନିଲମ୍ବିତ 4 ପୋଲିସ କର୍ମଚାରୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ଏବଂ ବ୍ରେନ ମ୍ୟାପିଂ । ଏସଆଇ ବୈଶାଳିନୀ ପଣ୍ଡା,  ଏଏସଆଇ ସଲୀଳମୟୀ ସାହୁ, ସାଗରିକ ରଥ ଓ କନେଷ୍ଟେବଳ ବଳରାମ ହାଂସଦଙ୍କର ହେବ ସମସ୍ତ ପରୀକ୍ଷା  । ଏନେଇ ଆଜି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ  । ନିଲମ୍ବିତ 4 ପୋଲିସ କର୍ମଚାରୀ ମଧ୍ୟ କୋର୍ଟରେ ହାଜର ହେବେ । ଏ ସମସ୍ତ ପରୀକ୍ଷା ଗୁଜୁରାଟରେ ହେବା ନେଇ ଆବେଦନ କରିବ କ୍ରାଇମବ୍ରାଞ୍ଚ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button