Breaking PLUSଦେଶ ବିଦେଶମୁଖ୍ୟ ଖବର
ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, 5ମୃତ

ବୁଧବାର ଗାଜାରେ ଇସ୍ରାଏଲ କରିଥିବା ଆକ୍ରମଣରେ ହମାସର ବରିଷ୍ଠ ନେତା ଇସମାଇଲ ହାନିୟେଙ୍କ ତିନି ପୁଅ ଓ ୨ ନାତିଙ୍କ ଜୀବନ ଯାଇଛି। ଏକ କାର୍ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ଏୟାର୍ ଷ୍ଟ୍ରାଇକ୍ରେ ଏହି ଅଘଟଣ ଘଟିଛି। ଇସ୍ରାଏଲ ବୁଧବାର ଉତ୍ତର ଗାଜା ସୀମାରେ ହୋଇଥିବା ଆକ୍ରମଣରେ ହମାସ ନେତା ଇସମାଇଲ ହାନିୟେଙ୍କ ପିଲାମାନଙ୍କୁ ହତ୍ୟା କରିଛି ।