Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ହାତ ମିଶାଇଲେ ୬ ଦେଶ

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ହାତ ମିଶାଇଲେ ୬ ଦେଶ  ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଓ ଜାପାନ । ହର୍ମୁଜକୁ ନେଇ ୬ ଦେଶ ପକ୍ଷରୁ ମିଳିତ ବୟାନ ଜାରି ହୋଇଛି । ହର୍ମୁଜ ଦେଇ ଯିବା ଆସିବା କରୁଥିବା ଜାହାଜର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ନିକଟରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ ।ଏପରି ଆକ୍ରମଣ ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରକୁ ଗଭୀର ପ୍ରଭାବିତ କରିଛି ।ହର୍ମୁଜରେ ଜାହାଜର ଗମନାଗମନ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ଅଛୁ କହିଲେ ଏହି ଦେଶ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button