Breaking PLUSଓଡ଼ିଶାମୁଖ୍ୟ ଖବର
ମାଟ୍ରିକ ପରୀକ୍ଷାରେ 9930 ଛାତ୍ରଛାତ୍ରୀ ଅନୁପସ୍ଥିତ

ଭୁବନେଶ୍ୱର, 20 ମାର୍ଚ୍ଚ- ପାଖାପାଖି 10 ହଜାର ପିଲା ଦେଲେନି ମାଟ୍ରିକ । ଚଳିତ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି 9930 ଛାତ୍ରଛାତ୍ରୀ । 5,46,876 ପିଲା ଫର୍ମ ଫିଲ ଅପ କଲେ । ହେଲେ ପରୀକ୍ଷା ଦେଲେ 536946 ପିଲା । ଯାହା 1.81% ଅନୁପସ୍ଥିତ ପିଲାଙ୍କ ହାର । ଗୃହରେ ଏହି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।



