ଅନୁଚିନ୍ତା

ଆଜିର ଅନୁଚିନ୍ତା

🦋ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଛନ୍ତି ।

🦋ସୁନ୍ଦରତାକୁ ସଜାଡିବା ଅପେକ୍ଷା
ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ,
” କାହିଁକିନା “
ସୁନ୍ଦରତା ଚାଲି ଯାଇଥାଏ ହେଲେ
ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ।

🦋ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ , କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ ।

🦋କିଛି Secret ନିଜ ଭିତରେ ହିଁ ରଖନ୍ତୁ, ସବୁ କଥା Excitement ରେ ଆସି ସମସ୍ତଙ୍କୁ କହି ଦିଅନ୍ତୁନି, ନହେଲେ ଲୋକେ Time ଆସିଲେ ସେଇ କଥା କହି Joke କରିବାକୁ ପଛେଇବେ ନାହିଁ ।

Show More

Related Articles

Back to top button